କବିସୂର୍ଯ୍ଯ ନଗର,୧୪/୦୯(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ପାଇକ ଯମୁନା ପଞ୍ଚାୟତର ଓସିଙ୍ଗି ଗ୍ରାମର ଶାନ୍ତି ଲତା ସ୍ବାଇଁ (୬୦)ଙ୍କୁ ରବିବାର ରାତି ୧୨ ଟା ସମୟରେ ବିଷାକ୍ତ ସାପ କାମୁଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । (ରିପୋର୍ଟ – ଉମା ଚରଣ ପଟ୍ଟନାୟକ)