ବିଶ୍ଵର ସବୁଠାରୁ ଛୋଟ ରଥ ।

ଭୁବନେଶ୍ୱର,୧୬/୦୭(ପିପିଟି):ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ (ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷରଥ)ଏହାର ଉଚ୍ଚତା ୧.୯ ସିଏମ,ଏହା ମଧ୍ୟରେ ବ୍ୟାବହୁତ ସାମଗ୍ରୀ -ବେଲ, ତୁଳସୀ,ଦୁବ,ନିମ୍ବ, ଗଳି ଗୁଆ,ରଥ ରେ ଯେପରି ୧୬ଚକ,ଓଲଟ ଶୁଆ,ଡାହୁକ,କଳସ, ଚାରୋଟି ଘୋଡ଼ା, ପତିତପାବନ ବାନା(ନେତା) ନିର୍ମାଣ କରିଛନ୍ତି ବିଶ୍ଵବିଖ୍ୟାତ ବାଲୁକା ଶିଳ୍ପୀ ଡ଼. ସୁବଳ ମହାରଣା । ତିଆରି କରିବା ପାଇଁ ସମୟ୪ଘଣ୍ଟା ୨୦ମିନିଟ୍ ଲାଗିଛି ।ଏହା ନିର୍ମାଣ କରି ଶିଳ୍ପୀ ବିଶ୍ଵକୁ ଏକ ଶାନ୍ତିପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରି କହିଛନ୍ତି…..ବିଶ୍ଵରେ ଯୁଦ୍ଧ ନ ହେଉ ଶାନ୍ତି ଜୀବନ ଯାପନ କରନ୍ତୁ।

Comments (0)
Add Comment