ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ କର୍ମୀ ସମ୍ମିଳନୀ ।

ପୋଲସରା,୧୪/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ କୋଙ୍କରଡା ଓ ଶ୍ରଦ୍ଧାପୂର ଗ୍ରାମର ୬ ଗୋଟି ପ୍ରକଳ୍ପକୁ ସାଂସଦ ଆସିକା ପ୍ରମିଳା ବିଷୋୟୀ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦ୍‌ଘାଟନ କରିବା ସହ କୋଙ୍କରଡା କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି।ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Comments (0)
Add Comment