ବିଧାୟକଙ୍କ ଦ୍ୱାରା ମିଶନ ଶକ୍ତି ଗୃହ ଉଦଘାଟିତ ।

ଉଲୁଣ୍ଡା,୧୪/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପରିସରରେ ନବ ନିର୍ମିତ ମିଶନ ଶକ୍ତି ଗୃହକୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ଉତ୍ସବରେ ବ୍ଲକ ଅଧ୍ୟକ୍ଷା, ଶାନ୍ତି ଲୁହା,ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ଏ.ବି.ଡି.ଓ ପୁରୁଷୋତ୍ତମ ଧାରୁଆ,କୈଳାଶ ଚନ୍ଦ୍ର ବେହେରା ସହକାରୀ ନିର୍ବାହୀ ଯନ୍ତ୍ରୀ,ମିଶନ ଶକ୍ତି ବ୍ଲକ ସଭାନେତ୍ରୀ ସସ୍ମିତା ଦାଶ,ସମ୍ପାଦକ ମମତା ବେହେରା, ସମସ୍ତ ଏମ୍ ବି. କେ, ସି ଆର ପି, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ମିଶନ ଶକ୍ତି ମହିଳା, ଅନ୍ୟୁନ୍ୟ ୫୦ ଲକ୍ଷ ଟଙ୍କାରେ ନିର୍ମିତ ଏହି କୋଠା ଗୃହକୁ ଠିକାଦାର ଶ୍ୟାମ ସୁନ୍ଦର ମହାରଣା ନିର୍ମାଣ କରିଥିବାବେଳେ ସେଠାରେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment