ବିଧାୟକଙ୍କ ଦ୍ବାରା ବ୍ରାହ୍ମଣ ସମାଜ କୁଳ ଗୃହ ଉଦଘାଟନ ।

ବୁଗୁଡା,୩୧/୦୧(ପିପିଟି):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମ ଠାରେ ଶ୍ରୀ ଶ୍ରୀ ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ବ ବ୍ରାହ୍ମଣ ସମାଜ ନୂତନ କୁଳ ଗୃହକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ କୃଷ୍ଣମୂର୍ତ୍ତି ସ୍ମୃତି ଭବନ ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇଛନ୍ତି। ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଘୁମୁସର ତାଲୁକା ବିଶ୍ବ ବ୍ରାହ୍ମଣ ସମାଜ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Comments (0)
Add Comment