ବିଧାୟକଙ୍କ ଦ୍ବାରା ତିନିଟି ପଞ୍ଚାୟତରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ।

ପୋଲସରା,୧୪/୧୨(ପିପିଟି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲି,ବଡ ପଙ୍କଳବାଡ଼ି ଓ ଭାବରଡା ପଞ୍ଚାୟତରେ ପହଞ୍ଚି ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲ୍‌ଥ କାର୍ଡ ହିତାଧିକାରୀ ମାନଙ୍କୁ ବିତରଣ କରିଛନ୍ତି।

Comments (0)
Add Comment