ବିଧାୟକଙ୍କ ଦ୍ବାରା କମ୍ଯୁନିଟି ଗୃହ ଉଦ୍‌ଘାଟନ।

ବୁଗୁଡା,୦୪/୦୩(ପିପିଟି):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉଦୟପୁର ଶ୍ରୀ କପିଳେଶ୍ୱର ସ୍ଵାମୀ ମନ୍ଦିର ଠାରେ କମ୍ୟୁନିଟି ଗୃହକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦ୍‌ଘାଟନ କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।

Comments (0)
Add Comment