ବୁଗୁଡା,୦୩/୦୧(ପିପିଟି):ବୁଗୁଡା ବ୍ଲକ ନଗୁଡୁ ଗ୍ରାମର ନଟବର ନୋଡାଲ ଶିକ୍ଷା ନିକେତନ ନୂତନ କୋଠାକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦ୍ଘାଟନ କରିବା ସହ ବିଦ୍ୟାଳୟ ର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।