ବିଜେଡି ଜନ ପ୍ରତିନିଧିଙ୍କୁ ନେଇ ସମୀକ୍ଷା ବୈଠକ।

ବୁଗୁଡା,୧୭/୦୭(ପିପିଟି); ବୁଗୁଡା ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ବୁଗୁଡା ପଞ୍ଚାୟତ ସମିତି ବିଜୁ ଜନତା ଦଳର ଜନ ପ୍ରତିନିଧି ମାନଙ୍କୁ ନେଇ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ଉନ୍ନୟନ ଓ ସାଙ୍ଗଠନିକ ଉପରେ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି।

Comments (0)
Add Comment