ବିଜେଡିର ସାନଖେମୁଣ୍ଡି ବ୍ଳକ ସ୍ତରୀୟ ଜୋନ କମିଟି ବୈଠକ।

ସାନଖେମୁଣ୍ଡି,୧୦/୧୦(ପିପିଟି):ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମ ପଞ୍ଚାୟତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପୁର୍ବତନ ବିଧାୟିକା ସାନଖେମୁଣ୍ଡି ନନ୍ଦିନୀ ଦେବୀଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ଜୋନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଭୁବନେଶ୍ୱର ଅନନ୍ତ ନାରାୟଣ ଜେନା,ବିଧାୟିକା କବିସୂର୍ଯ୍ୟନଗର ଲତିକା ପ୍ରଧାନ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ଜନ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।

Comments (0)
Add Comment