ପିପିଟି ନ୍ୟୁଜ୍: ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡି ର ସାଂସଦ ମମତା ମହନ୍ତଙ୍କ ମାନବୀୟ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ବର୍ତ୍ତମାନର ସ୍ୱାସ୍ଥ୍ୟ ସଙ୍କଟ ସମୟରେ ନିଜ ପଞ୍ଚାୟତର ଗରିବ, ଅସହାୟ ଲୋକଙ୍କୁ ନିଜେ ରୋଷେଇ କରି ଖାଦ୍ୟ ପରସୁଛନ୍ତି। ବାସ୍ତବିକ ତାଙ୍କର ଏପରି କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।
ବିଜେଡିର ସାଂସଦ ମମତା ମହାନ୍ତ ଅସହାୟ ଲୋକଙ୍କୁ ନିଜେ ରୋଷେଇ କରି ଖାଦ୍ୟ ପରସୁଛନ୍ତି
