ବିଜେଡିର ମେୟର ପ୍ରାର୍ଥୀ ଘୋଷଣା।

ଭୁବନେଶ୍ବର,୦୫/୦୩(ପିପିଟି): ଓଡ଼ିଶାର ତିନି ମହାନଗର ନିଗମ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପାଇଁ ସଙ୍ଘମିତ୍ରା ଦଳାଇ, ଭୁବନେଶ୍ବର ମହାନଗର ନିଗମ ପାଇଁ ସୁଲୋଚନା ଦାସ ଓ କଟକ ମହାନଗର ନିଗମ ପାଇଁ ସୁବାସ ସିଂଙ୍କ ନାମ ଘୋଷଣା ହୋଇଛି। ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି।

Comments (0)
Add Comment