ବିଜେଡିର ମିଶ୍ରଣ ପର୍ବ ।

ପୋଲସରା,୦୯/୦୮(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ଗ୍ରାମ ପଞ୍ଚାୟତର ମଙ୍ଗଳପୁର ଗ୍ରାମ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଲିଟୁ ପ୍ରଧାନ ଓ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା,ଜିଲ୍ଲା ପରିଷଦ, ସରପଞ୍ଚ,ସମିତିସଭ୍ୟ ଉପସ୍ଥିତ ଥିଲେ।

Comments (0)
Add Comment