ବିଜେଡିର ମିଶ୍ରଣ ପର୍ବ ।

ପୋଲସରା,୧୦/୧୦(ପିପିଟି);
ପୋଲସରା ବ୍ଲକ ଅନ୍ତର୍ଗତ ବଘାଡ଼ି ଗ୍ରାମ୍ୟ ମଣ୍ଡପ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତ ରେ ରଙ୍କନିଧି ସାହୁଙ୍କ ନେତୃତ୍ୟରେ ୬୦ରୁ ଉର୍ଦ୍ଧ୍ବ ପରିବାର ବିଜେପି ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବହୁ ମାନ୍ୟଗଣ୍ୟ ଓ ବିଜୁ ଜନତା ଦଳର ନେତୃବୃନ୍ଦ ଏବଂ କର୍ମୀମାନେ ଉପସ୍ଥିତ ଥିଲେ।

Comments (0)
Add Comment