ବିଜୁ ଯୁବ ଜନତା ଦଳ,ଗଞ୍ଜାମ ଜୋନ ପକ୍ଷରୁ ରକ୍ତଦାନ ଶିବିର ।

ଆସ୍କା,ତା-୦୯/୧୦(ପିପିଟି); ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁ ଯୁବ ଜନତା ଦଳ,ଗଞ୍ଜାମ ଜୋନ ପକ୍ଷରୁ ରକ୍ତଦାନ ଶିବିର ଆସ୍କା ଠାରେ ଅନୁଷ୍ଠିତ ହୋଇଯାଇଛି । ଆସ୍କା ସ୍ଥିତ ଋଷୁକୁଲ୍ଯା ଗୋଷ୍ଠୀ କେନ୍ଦ୍ର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ,ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ,ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାସ ଚନ୍ଦ୍ର ମହାରଣା,ବ୍ଲକ ଅଧ୍ଯକ୍ଷ ହରେ କୃଷ୍ଣ ମଲ୍ଲିକ,ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ବାଇଁ,ଆସ୍କା ବ୍ଲକ୍ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଦିଲ୍ଲୀପ କୁମାର ପାଣିଗ୍ରାହୀ,ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ସୂର୍ଯ୍ୟକାନ୍ତ ପରିଡା ସମେତ ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । (ରିପୋର୍ଟ – ଉମ ଚରଣ ପଟ୍ଟନାୟକ ।)

Comments (0)
Add Comment