ବାଙ୍କୋଇ କଲେଜରେ ସ୍ବତନ୍ତ୍ର ଜୀବନ ବିନ୍ଦୁ ଶିବିର ଉଦଯାପିତ।

ବୋଲଗଡ଼,୦୨/୧୧(ପିପିଟି) :ସ୍ଥାନୀୟ କାଳି ଚରଣ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ତାଙ୍କ ସହଯୋଗୀ କଲେଜ ଅଧ୍ୟକ୍ଷ ଓ ସହ କର୍ମୀମାନେ ଏବଂ ଛାତ୍ର ଓ ଛାତ୍ରୀ ମାନଙ୍କ ସହଯୋଗରେ ଜୀବନର ମାନ ବୁଝି ଜୀବନ ଦାନ ଭଳି ରକ୍ତଦାନ କରିବାକୁ ଅନେକ ଛାତ୍ରଛାତ୍ରୀ ସହ ଅଧ୍ୟାପକ ମାନେ ରକ୍ତ ଦାନ କରିଥିଲେ ଯାହା ଫଳରେ ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୧୧୨ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment