ବାଉରୀ ଖଦାଳ କୁଳ ମହାସଂଘର ଆଠଗଡ ତାଲୁକା ସଭା ଅନୁଷ୍ଠିତ।

କବିସୂର୍ଯ୍ୟନଗର,୧୨/୦୩(ପିପିଟି):ବାଉରୀ ଖଦାଳ କୁଳ ମହାସଂଘର ଆଠଗଡ ତାଲୁକା ସଭା ଅନୁଷ୍ଠିତ ହୋଇଯାଇଛି। କୁଳର ବିଭିନ୍ନ ସମସ୍ଯା ଉପରେ ଆଲୋଚନ ହୋଇଥିଲା। ଏହି ସଭାରେରେ ଅତିଥି ଭାବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, କବିସୂର୍ଯ୍ୟନଗର ବ୍ଲକର ଅଧ୍ଯକ୍ଷା ଜ୍ଯୋର୍ତିମୟୀ ସ୍ବାଇଁ,ବ୍ଲକ ଉପାଧ୍ୟକ୍ଷ ବିରେନ୍ଦ୍ର ଖଟେଇ, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ୩୫ ନମ୍ବର ଜୋନ ଜିଲ୍ଲାପରିଷଦ ପିଙ୍କି ନାହାକ, ଆସିକା ସାଂସଦ ପ୍ରତିନିଧି ସତ୍ଯବାନ ସାହୁ, କବିସୂର୍ଯ୍ୟନଗର ଏନ୍ଏସି ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁ, ବିଜେଡି ନଗର ସଭାପତି ଭଗବାନ ସ୍ବାଇଁ, ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବାଉରୀ ଖଦାଳ କୁଳ ଗଞ୍ଜାମ ଜିଲ୍ଲା ଉପସଭାପତି ଅର୍ଜୁନ ନାହାକ, ଜିଲ୍ଲା ସାଧାରଣ ସମ୍ପାଦକ ହୀନ ନାହାକ, ଜିଲ୍ଲା ଉପଦେଷ୍ଠା ଅମର କୁମାର ନାହାକ ପ୍ରମୁଖ ଯୋଗ ଦେଇ ବକ୍ତବ୍ଯ ରଖିଥିଲେ।

Comments (0)
Add Comment