ଯାଜପୁର,୩୧/୦୮(ପିପିଟି); ବିଧାୟକ ପ୍ରଣବ କୁମାର ବଲବନ୍ତରାୟ ଧର୍ମଶାଳା ତହସିଲ କାର୍ଯ୍ୟଳୟରେ ତହସିଲଦାର ସରୋଜ କୁମାର ପଣ୍ଡା ଓ ସମସ୍ତ ରାଜସ୍ୱ ନିରୀକ୍ଷକ ମାନଙ୍କ ସହ ବନ୍ୟା କ୍ଷୟ କ୍ଷତି କିପରି ବନ୍ୟା ବିପନ୍ନ ମନେ ଘର ଭଙ୍ଗା ସାହାଯ୍ୟ ଓ ରିଲିଫ ପାଇବେ ସେଥି ଲାଗି ଆଲୋଚନା କରିଛନ୍ତି ।