ବୋଲଗଡ,୦୭/୦୬(ପିପିଟି),ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗର ଗୁଆଁ ଗ୍ରାମପଞ୍ଚାୟତ ର ଜରିପଡା ଗ୍ରାମର ଟାଙ୍ଗୀରି ମୁଣ୍ଡିଆ ନିକଟରେ ଆଜି ସଂଧ୍ୟାରେ ବଜ୍ରାଘାତରେ ଗୋଟିଏ ଗର୍ଭବତୀ ଗାଈ, ଗୋଟିଏ ବଳଦ, ଓ ଗୋଟିଏ ମେଣ୍ଢାର ମୃତ୍ୟୁ। ଜରିପଡା ଗ୍ରାମର ସନ୍ତୋଷ ବେହେରାଙ୍କର ବୋଲି ଜଣାପଡ଼ିଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )