ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବୁଗୁଡା ବସଷ୍ଟାଣ୍ଡ୍ ଠାରେ ଉନ୍ମୋଚିତ।

ବୁଗୁଡା,୦୧/୦୪(ପିପିଟି); ଉତ୍କଳ ଦିବସ ଉପଲକ୍ଷେ ବୁଗୁଡା ଏନ୍ଏସି ବସଷ୍ଟାଣ୍ଡ୍ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉନ୍ମୋଚନ କରିବା ସହ ଏନ୍ଏସିର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ଉପ ଜିଲ୍ଲାପାଳ ଭଞ୍ଜନଗର, ବୁଗୁଡା ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ।

Comments (0)
Add Comment