ପୋଲସରା ବ୍ଲକର ୧୭ତମ ବୈଠକ ଅନୁଷ୍ଠିତ।

ପୋଲସରା, ୧୫/୧୨(ପିପିଟି): ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ୧୭ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସମିତି ବୈଠକରେ ଯୋଗ ଦେବା ସହ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏସଏଚଜି ମାନଙ୍କୁ ଋଣ ବଣ୍ଟନ କରିଛନ୍ତି।ପୋଲସରା ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷା,ବିଡିଓ, ଏବିଡିଓ, ତହସିଲଦାର,ସମସ୍ତ ବିଭାଗୀୟ ସରକାରୀ ଅଫିସର ଓ ସରପଞ୍ଚ ସମିତିସଭ୍ୟ ଉପସ୍ଥିତ ଥିଲେ।

Comments (0)
Add Comment