ପୋଲସରା,୧୭/୧୧(ପିପିଟି); ପୋଲସରା ଠାରେ “ମିଶନ ଶକ୍ତି”ବ୍ଲକ ସ୍ତରୀୟ ମହାସଂଘ କାର୍ଯ୍ୟାଳୟକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷା,ବିଡିଓ , ସିଡିପିଓ, ବିଇଓ ଓ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ।