ପୋଲସରା ଠାରେ ୧୮ ରୁ ୪୪ ବର୍ଷ ଟୀକାକରଣ ଆରମ୍ଭ।

ପୋଲସରା,୨୧/୦୬(ପିପିଟି); ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଲଂଗଳେଶ୍ୱର କଲ୍ୟାଣ ମଣ୍ଡପ ଠାରେ ୧୮ ରୁ ୪୪ ବୟସ କୋଭିଡ-୧୯ ଟୀକାକରଣ କେନ୍ଦ୍ରରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉପସ୍ଥିତ ରହି ଯୁବପିଢ଼ି ମାନଙ୍କୁ ଉତ୍ସାହିତ କରିଛନ୍ତି।ପୋଲସରା ବିଡିଓ,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ।

Comments (0)
Add Comment