ପୋଲସରା ଏନ୍ଏସି ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ।

ପୋଲସରା,୦୯/୧୧(ପିପିଟି): ଆଗମୀ ପୌର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ପୋଲିସରା ଏନ୍ଏସି ର ୪,୬,୭,୧୩,୧୫ ଓ ୧୬ ନମ୍ବର ୱାର୍ଡ ଅଣସଂରକ୍ଷିତ ରହିଛି। ୩,୯,୧୧ ଓ ୧୭ ନମ୍ବର ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୧ ନମ୍ବର ୱାର୍ଡ ଅନୁସୂଚିତ ଜାତି,୫ ଓ ୧୪ ଅନୁସୂଚିତ ଜାତି ମହିଳା, ୨,୧୨ ଓ ୧୮ ନମ୍ବର ୱାର୍ଡ ପଛୁଆବର୍ଗ ମହିଳା, ୧୦ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳା, ୦୮ ଓ ୧୯ ନମ୍ବର ୱାର୍ଡ ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଛି।

Comments (0)
Add Comment