ପୋଲସରା ଏନ୍ଏସିର ଉପାଧ୍ୟକ୍ଷ ହେଲେ ସନ୍ତୋଷ କୁମାର ବେହେରା।

ପୋଲସରା,୦୭/୦୪(ପିପିଟି): ପୋଲସରା ଏନ୍ଏସିର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ୧୭ ନମ୍ବର ୱାର୍ଡ ସଭ୍ଯ ସନ୍ତୋଷ କୁମାର ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ ଶ୍ରୀ ବେହେରା ପୋଲିସରବାସୀ, ୱାର୍ଡ଼ ମେମ୍ବର, ବିଜେଡିର କର୍ମକର୍ତ୍ତା ସମେତ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment