ପୋଖରୀରେ ବୁଡ଼ି ୨ ଶିଶୁ ମୃତ ।

କେନ୍ଦୁଝର,୧୦/୦୩: କେନ୍ଦୁଝର ସଦର ଥାନାରାଇସୁଆଁ ସ୍ଥିତ ପୁରୁଣା ସଦର ଥାନା ପାଖ ଟେରା ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ଦୁଇ ଭାଇ ମୃତ । ମୃତକ ହେଲେ ନୁରୁଦ୍ଧିନ ଆନଶାରୀଙ୍କ ଦୁଇ ଶିଶୁ ପୁତ୍ର ଆମାମାନ ଆନଶାରୀ ୯ ବର୍ଷ ଓ କୁଶାଲ ଆନଶାରୀ ୮ ବର୍ଷ ପୋଲିସ ଓ ସ୍ଥାନୀୟ ଲୋକେ କଲେ ଉଦ୍ଧାର । ଧରଣୀଧର ମେଡିକାଲ କଲେଜ ରେ ତାକ୍ତର ମୃତ ଘୋଷଣା କଲେ।

Comments (0)
Add Comment