ପୁସ୍ତକ ବିକ୍ରିକରି ଧରାପଡିଲେ ଶିକ୍ଷକ।

ବୋଲଗଡ,୨୪/୦୪(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ସତମାର୍ଗ ଉପ୍ରା ମଇ ସ୍କୁଲ୍ ର ଶିକ୍ଷକ ମନ ମୋହନ ମିଶ୍ର ପିଲାଙ୍କ ପାଇଁ ଆସିଥିବା ପାଠ୍ୟ ପୁସ୍ତକ କବାଡିଆକୁ ବିକ୍ରି କରୁଥିବା ବେଳେ ଗ୍ରାମବାସୀ ଦ୍ୱାରା ଧରାପଡି କାନଧରି ବସ ଉଠ ହୋଇ କ୍ଷମାପାର୍ଥନା କରିଛନ୍ତି।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment