ପୁର୍ବତନ ବିଧାୟକ ପ୍ରଣବ ବିଭିନ୍ନ କାଳୀ ପୂଜା ମଣ୍ଡପ ବୁଲିଲେ ।

ଯାଜପୁର,୦୧/୧୧(ପିପିଟି) : ପୁର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ ଧର୍ମଶାଳା ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ମା କାଳୀ ପୂଜା ମଣ୍ଡପ ବୁଲି ମା ଙ୍କ ଦର୍ଶନ କରିଛନ୍ତି । ଏହି ସମୟ ପ୍ରଣବଙ୍କୁ ଲୋକମାନେ ସମ୍ବର୍ଦ୍ଧନା ଦେଇଛନ୍ତି । ପ୍ରଣବ କହିଛନ୍ତି ମୁଁ ଆପଣ ମାନଙ୍କ ସହ ଥିଲି ଅଛି ଓ ରହିଥିବି ।

Comments (0)
Add Comment