ପୁରୁଣା ୱାରେଣ୍ଟ ବଳରେ ଜଣେ ଗିରଫ ।

ଭଞ୍ଜନଗର,୧୯/୦୭(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କାଳିଆ ପଲି ଗ୍ରାମର ନାରାୟଣ ନାୟକଙ୍କ ପୁଅ ପବିତ୍ର ନାୟକ ଓରଫ ରାହୁଲକୁ ପୁରୁଣା ୱାରେଣ୍ଟ ବଳରେ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତା ନାମରେ ଭଞ୍ଜନଗର ଥାନାରେ ୩ଟି କେସ ନଂ୧୫୪/୧୯,୧୨୬/୧୯,୧୨୧/୧୭ ଓ ଗାଙ୍ଗପୁର ଥାନାରେ ଗୋଟିଏ କେସ ନଂ୧୧୩/୧୯ରେ ମାମଲା ରୁଜୁ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment