ପିପିଟି ପକ୍ଷରୁ ବେଗୁନିଆପଡା ବ୍ଲକର ମଠସରସିଂ ଓ ସାନଉସ୍ତାପଡା ପଞ୍ଚାୟତ ଠାରେ ମାସ୍କ ବଣ୍ଟନ।

ବେଗୁନିଆପଡା,୨୫/୦୭(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କରୋନା ମହାମାରୀକୁ ନଜରରେ ରଖି ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ବେଗୁନିଆପଡା ବ୍ଲକର ମଠସରସିଂ ଓ ସାନଉସ୍ତାପଡା ପଞ୍ଚାୟତ ଠାରେ ପିପିଟି ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ, ସାମ୍ବାଦିକ ଉମାଚରଣ ପଟ୍ଟନାୟକ,ପିଣ୍ଟୁ ପ୍ରଧାନ,ସାମ୍ବାଦିକ ଗୁଲଶନ କୁମାର କର,ସାନଉସ୍ତାପଡା ପୂର୍ବତନ ସରପଞ୍ଚ ଛଇଲ କୁମାର ପୋଲେଇ,ବାଉରୀ ବନ୍ଧୁ ଗୌଡ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Comments (0)
Add Comment