ପିପିଟି କାର୍ଯ୍ୟାଳୟରେ ୭୮ ତମ ସ୍ବାଧୀନତା ଦିବସ ପାଳିତ।

ବ୍ରହ୍ମପୁର,୧୫/୦୮(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ବରିଷ୍ଠ ନାଗରିକ ବନବାସୀ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପିପିଟି ସଭାପତି ଦେବସ୍ମିତା ମହାନ୍ତି, ସମ୍ପାଦକ ସମରଜିତ୍ ମହାନ୍ତି,କୋଷାଧ୍ୟକ୍ଷ ବନଲତା ପଟ୍ଟନାୟକ,ସ୍ବାଗତିକା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment