ପିପିଟି କାର୍ଯ୍ଯାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳିତ।

ବ୍ରହ୍ମପୁର,୧୫/୦୮(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ କାର୍ଯ୍ଯାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଜାତୀୟ ପତାକାକୁ ସଭାପତି ଦେବସ୍ମିତା ମହାନ୍ତି ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସମ୍ପାଦକ ସମରଜିତ୍ ମହାନ୍ତି, କୋଷାଧ୍ୟକ୍ଷ ବନଲତା ପଟ୍ଟନାୟକଙ୍କ ସମେତ ଅନ୍ଯମାନେ ଉପସ୍ଥିତ ଥିଲେ।

Comments (0)
Add Comment