ପିପିଟିନ୍ୟୁଜ୍ ପ୍ରତିନିଧି ସମ୍ବର୍ଦ୍ଧିତ ।

ବୋଲଗଡ଼,୧୯/୦୭(ପିପିଟି) :ମା’କୁଣ୍ଡାଖାଇ ସେବାସଂଘ ପକ୍ଷରୁ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅବସରରେ ମୁଖ୍ୟଅତିଥି ଏବଂ ବକ୍ତା ବରଣ୍ୟ ସାଧୁ ତଥା ଗୋ ସେବକ ବୃକ୍ଷବାବା ହରିଶ ଚରଣ ମହାରାଜାଜି ପିପିଟିନ୍ୟୁଜ୍ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Comments (0)
Add Comment