ପାଣ୍ଡିରିପଡା ଠାରେ “ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୋଲସରା,୦୨/୦୨(ପିପିଟି):ପୋଲସରା ବ୍ଲକ୍ ଅନ୍ତର୍ଗତ ପାଣ୍ଡିରିପଡ଼ା ଗ୍ରାମ ଠାରେ ” ଆମ ଓଡ଼ିଶା ନବୀନ ଓଡ଼ିଶା ” ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସଚେତନତା ଶିବିର କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି । ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜନ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।

Comments (0)
Add Comment