ନିଟ୍ (ୟୁ ଜି) ପରୀକ୍ଷାରେ କାର୍ତ୍ତିକଙ୍କ ସଫଳତା ।

କୋଦଳା,୨୦/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ କେ.ବରିଡ଼ା ପଞ୍ଚାୟତ ବିରିବାଟିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କୃପାସିନ୍ଧୁ ସାମନ୍ତରାୟ ଏବଂ ଏସ୍. ଛଚିନା ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଦେଷ୍ଣା ଘୋଷଙ୍କ ସୁପୁତ୍ର କାର୍ତ୍ତିକ ସାମନ୍ତରାୟ (ନିଟ୍ , ୟୁ ଜି) ସର୍ବ ଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ୫୮୯ ମାର୍କ ସହ ୨୩୧୬ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment