ଦୁଖୀରଙ୍କିଙ୍କ ପ୍ରିୟ ହେଉଛନ୍ତି ଯୁବ ସମାଜସେବୀ ହିମାଂଶୁ ।

ଯାଜପୁର,୦୯/୧୧(ପିପିଟି) : ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁ ଆଜି ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ଗ୍ରାମପଞ୍ଚାୟତର ମିର୍ଜାପୁର ଗ୍ରାମର ବାସୁଦେବଜୀଉ ମନ୍ଦିରରେ ଶୁଭ ପକେଇବା ସହ ସେହି ଗ୍ରାମର ଜଣେ ବ୍ୟକ୍ତି କର୍କଟ ରୋଗରେ ପୀଡିତ ଥିଲେ କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ଟ୍ରଷ୍ଟର ସମ୍ପାଦକ ସେଠାରେ ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କୁ ଆର୍ଥିକ ସହାୟତା କରିବାସହ ତାଙ୍କ ଶୁଦ୍ଧି କ୍ରିୟା ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ତାଙ୍କ ପରିବାର ବର୍ଗଙ୍କୁ ପ୍ରତିଶୃତି ଦେଇଥିଲେ । ଏଭଳି କାମ କରି ଦୁଖୀରଙ୍କିର ପ୍ରିୟ ପାତ୍ର ସାଜିଛନ୍ତି ହିମାଂଶୁ ।

Comments (0)
Add Comment