ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ବିପିନ ପ୍ରଧାନ ସମର୍ଥକଙ୍କ ବନ୍ଧୁ ମିଳନ ଉତ୍ସବ ।

ଦିଗପହଣ୍ଡି,୦୭/୦୧(ପିପିଟି):ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଳକ୍ ଅନ୍ତର୍ଗତ ଟାମଣା ନିକଟରେ ଥିବା ଆରାଧ୍ୟ ଦେବତା ପ୍ରଭୁ ଘଟକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ବନ୍ଧୁ ମିଳନ ଉତ୍ସବରେ ଦିଗପହଣ୍ଡି ଏବଂ କୁକୁଡ଼ା ଖଣ୍ଡି ବ୍ଳକର ବହୁ ବିପିନ ସମର୍ଥକ ଯୋଗଦେଇଥିଲେ। ଏହି ଉତ୍ସବ ରେ ଦିଗପହଣ୍ଡି ବ୍ଳକ୍ ୨୬ ନମ୍ବର ଜିଲ୍ଲା ପରିଷଦ ବିପିନ୍ ପ୍ରଧାନଙ୍କ ସହିତ କୁକୁଡ଼ାଖଣ୍ଡିର ସାରଥି ଗୌଡ଼,ଜତିନ ପାତ୍ର,ସୁଧିର ରାଉତ,କେ଼.ଲଣ୍ଡା ପାତ୍ର,କେ ଦେବରାଜ ପାତ୍ର,ସାନୁଯ୍ଯ ଗୌଡ଼, ଅନିଲ ଗୌଡ଼,ଚନ୍ଦ୍ର ଧ୍ଵଜ ସାହୁ, କୁଶଧର ସାହୁ,ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସହିତ ଶତାଧିକ କର୍ମୀ ଯୋଗଦେଇଥିଲେ । ଏହାସହିତ ଦିଗପହଣ୍ଡିର ଉଦୟ ସ୍ବାଇଁ ବରିଷ୍ଠ ନେତା ଶମ୍ଭୁ ପଣ୍ଡା,ତପନ ପ୍ରଧାନ, ମୋହନ ମହାପାତ୍ର ମୋନଜ ସାହୁ,ଅସିତ ସାହୁ,ମହେଶ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ,ଦେଵହରି ଗୌଡ଼, ଭଗବାନ ବାଡତ୍ୟା, ଉମାକାନ୍ତ ବିଷୋୟୀ, ଲୁଲୁ ସର୍ଦ୍ଦାର, ରାଜକିଶୋର ମାହାନ୍ତି,ପ୍ରମୋଦ ପାଣିଗ୍ରାହୀ, ବିକ୍ରମ ସିଂ, ଅମରେନ୍ଦ୍ର ସାମନ୍ତ,ସନ୍ୟାସୀ ପ୍ରଧାନ ସହିତ ବହୁ ଯୁଵ ନେତା ଯୋଗ ଦେଇଥିଲେ। ଉକ୍ତ ଉତ୍ସବକୁ ପରିଚାଳନା କରିଥିଲେ ଦିଗପହଣ୍ଡି ବ୍ଳକ୍ ପୂର୍ବ ତନ ସରପଞ୍ଚ ସଂଘ ସଭାପତି କେ ହରିବନ୍ଧୁ ରେଡ଼ି ।

Comments (0)
Add Comment