ତିର୍ତ୍ତୋଲ ବ୍ଳକର ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା।

ତିର୍ତ୍ତୋଲ,୦୯/୧୦(ପିପିଟି); ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତିର୍ତ୍ତୋଲ ବ୍ଲକର ଅଧ୍ଯକ୍ଷ ପଦ  ଅସଂରକ୍ଷିତ ରହିଛି। ସେହିଭଳି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପାଇଁ ମଧ୍ଯ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।  ଆମ୍ଵେରୀ ସରପଞ୍ଚ ଅନୁସୂଚିତ ଜାତି ମହିଳା,ସମିତି ସଭ୍ୟ ଅନୁସୂଚିତ ଜାତି, ଇବ୍ରିସିଂ ସରପଞ୍ଚ ପଛୁଆବର୍ଗ, ସମିତି ସଭ୍ୟ ମହିଳା, କଟରା ସରପଞ୍ଚ ମହିଳା,ସମିତି ସଭ୍ୟ ମହିଳା, କନକପୁର ସରପଞ୍ଚ ଅସଂରକ୍ଷିତ, ସମିତି ସଭ୍ୟ ମହିଳା, କନିମୂଳ ସରପଞ୍ଚ ପଛୁଆବର୍ଗ ମହିଳା,ସମିତି ସଭ୍ୟ ଅସଂରକ୍ଷିତ, କୋଷ୍ଠୀମଲ୍ଲିକାପୁର ସରପଞ୍ଚ ପଛୁଆବର୍ଗ ମହିଳା,ସମିତି ସଭ୍ୟ ଅନୁସୂଚିତ ଜାତି ମହିଳା, କୋଲର ସରପଞ୍ଚ ଓ ସମିତି ସଭ୍ୟ ଅନୁସୂଚିତ ଜାତି ମହିଳା, କୃଷ୍ଣାନନ୍ଦପୁର ସରପଞ୍ଚ ମହିଳା, ସମିତି ସଭ୍ଯ ଅସଂରକ୍ଷିତ,ଗରାମ ସରପଞ୍ଚ ଓ ସମିତି ସଭ୍ୟ ଅସଂରକ୍ଷିତ, ଗୋପାଳପୁର ସରପଞ୍ଚ ଅସଂରକ୍ଷିତ, ସମିତି ସଭ୍ୟ ମହିଳା, ଗୋପାଳପୁର(ଶ) ସରପଞ୍ଚ ଅସଂରକ୍ଷିତ, ସମିତି ସଭ୍ୟ ଅନୁସୂଚିତ ଜାତି, ଗୋବିନ୍ଦପୁର ସରପଞ୍ଚ ମହିଳା, ସମିତି ସଭ୍ୟ ଅସଂରକ୍ଷିତ, ଜଗନ୍ନାଥପୁର ସରପଞ୍ଚ ଅସଂରକ୍ଷିତ, ସମିତି ସଭ୍ୟ ମହିଳା, ଜଡତିରା ସରପଞ୍ଚ ଅସଂରକ୍ଷିତ, ସମିତି ସଭ୍ୟ ପଛୁଆବର୍ଗ ମହିଳା, ତରଜଙ୍ଗା ସରପଞ୍ଚ ମହିଳା, ସମିତି ସଭ୍ୟ ଅନୁସୂଚିତ ଜନଜାତି ମହିଳା, ତିର୍ତ୍ତୋଲ ସରପଞ୍ଚ ମହିଳା, ସମିତି ସଭ୍ୟ ପଛୁଆବର୍ଗ ମହିଳା, ତୁଳଙ୍ଗ ସରପଞ୍ଚ ଅନୁସୂଚିତ ଜାତି, ସମିତି ସଭ୍ୟ ପଛୁଆବର୍ଗ, ତେନ୍ତୁଳିପଦା ସରପଞ୍ଚ ପଛୁଆବର୍ଗ ମହିଳା, ସମିତି ସଭ୍ୟ ପଛୁଆବର୍ଗ, ଦାଇଁଲୋ ସରପଞ୍ଚ ମହିଳା, ସମିତି ସଭ୍ୟ ଅସଂରକ୍ଷିତ, ପଟିଲୋ ସରପଞ୍ଚ ଅସଂରକ୍ଷିତ,ସମିତି ସଭ୍ୟ ପଛୁଆବର୍ଗ ମହିଳା, ପିପ୍ପଲମାଧଵ ସରପଞ୍ଚ ଓ ସମିତି ସଭ୍ୟ ପଛୁଆବର୍ଗ , ପୋରଗଦେଇ ସରପଞ୍ଚ ଓ ସମିତି ସଭ୍ୟ ଅନୁସୂଚିତ ଜାତି,ଵିରିତୋଳ ସରପଞ୍ଚ ଅସଂରକ୍ଷିତ,ସମିତି ସଭ୍ୟ ପଛୁଆବର୍ଗ, ଵିଶନପୁର ସରପଞ୍ଚ ଓ ସମିତି ସଭ୍ୟ ମହିଳା,ବୋଧେଇ ସରପଞ୍ଚ ମହିଳା, ସମିତି ସଭ୍ୟ ଅସଂରକ୍ଷିତ, ମଣିଜଙ୍ଗା ସରପଞ୍ଚ ଅନୁସୂଚିତ ଜାତି, ସମିତି ସଭ୍ୟ ଅନୁସୂଚିତ ଜାତି ମହିଳା,ମୂଳିସିଂ ସରପଞ୍ଚ ଓ ସମିତି ସଭ୍ୟ ଅସଂରକ୍ଷିତ,ସଁଅରା ସରପଞ୍ଚ ପଛୁଆବର୍ଗ, ସମିତି ସଭ୍ୟ ମହିଳା, ସାମନ୍ତରାପୁର ସରପଞ୍ଚ ପଛୁଆଵର୍ଗ ମହିଳା, ସମିତି ସଭ୍ୟ ଅସଂରକ୍ଷିତ ରହିଛି। ସେହିପରି ତିର୍ତ୍ତୋଲ ଜିଲ୍ଲା ପରିଷଦ ଜୋନ୍ ନଂ- ୧ ମହିଳା, ଜୋନ୍ ନଂ- ୨ ଅନୁସୂଚିତ ଜାତି ମହିଳା,ଜୋନ୍ ନଂ- ୩ ଅସଂରକ୍ଷିତ ଓ ଜୋନ୍ ନଂ- ୪ ପଛୁଆବର୍ଗ ନିମନ୍ତେ ସଂରକ୍ଷିତ ରହିଛି ।

(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment