ଢେଙ୍କାନାଳରେ ବିଜୁ ଜନତା ଦଳ ପକ୍ଷରୁ ସଚେତନତା।

ଢେଙ୍କାନାଳ,(ପିପିଟି)୨୮/୦୪-ଢେଙ୍କାନାଳ  ଜିଲ୍ଲାରେ କରୋନା ପାଇଁ ବିଭିନ୍ନ ଅନୁଷ୍ଠାନ ବିଭିନ୍ନ ପ୍ରୟାସ କରି ଲୋକ ସଚେତନ କରୁଥିବାବେଳେ ଢେଙ୍କାନାଳ ବିଧାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ତରଫରୁ ଏକ ଭିନ୍ନ ପ୍ରୟାସ ଦେଖିବାକୁ ମିଳିଛି  ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଯମରାଜ ଓ କରୋନା ବେଶରେ ଦୁଇ ଜଣ ଦେବାଶିଷ ମିଶ୍ର ଓ ବିନୋଦ ମହାନ୍ତି  କଳାକାର l  ଲୋକମାନଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି l ଓ ମାସ ବଣ୍ଟନ କରିଛନ୍ତି  l ଘରେ ରୁହନ୍ତୁ, ସାମାଜିକ ଦ୍ୱରତ୍ବ ରକ୍ଷା କରିବା,  ମାସ ବ୍ୟବହାର କରିବା ଓ ହାତକୁ ହାଣ୍ଡୱାସରେ ୨୦ସେକେଣ୍ଡ ପର୍ଯ୍ୟନ୍ତ ଧୋଇବାକୁ ଏହା ମୂଳ ସଚେତନ ଥିଲା l ଏଥିରେ ବିଧାୟକ ସୁଧୀର ସାମଲ ଓ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ଓ ବହୁ ମାନ୍ୟ ଗଣ୍ୟ ଲୋକ ଯୋଗଦେଇଥିଲେ।
ରିପୋର୍ଟ – ଶୁଭମ ପାଣୀ ।

Comments (0)
Add Comment