ଡାକ୍ତର ନରହରି ବେହେରାଙ୍କ ଦେହାନ୍ତ।

ବାଲିକୁଦା,୧୬/୦୬(ପିପିଟି); ଆରପାରିରେ ସୁନାମଧନ୍ୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନରହରି ବେହେରା । ବାଲିକୁଦା ଅଞ୍ଚଳର ଗର୍ବ ସାରା ଓଡିଶାରେ ଶିଶୁରୋଗ ବିଶେଷଜ୍ଞ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମିଷ୍ଟଭାଷୀ ମେଳାପି ଡାକ୍ତର ନରହରି ବେହେରା ଆଜି ତାରିଖ ଗତକାଲି ରାତ୍ର ପ୍ରାୟ ୨ଟା ୪୫ ମିନିଟରେ ବାଲିକୁଦା ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )

Comments (0)
Add Comment