ବ୍ରହ୍ମପୁର,୧୪/୧୦(ପିପିଟି): ଜରଡା ଥାନା ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ସମ୍ପର୍କରେ ପୁଲିସ ପାଖରେ ଖବର ପହଞ୍ଚିଥିଲା। ଜରଡା ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୬ଜଣଙ୍କୁ ଗିରଫ କରିବା ସହିତ ୫୩,୧୦୦ଟଙ୍କା, ତିନୋଟି ମୋବାଇଲ ଓ ତାସ ଜବତ କରିଛି।