ଛାତକୁ ସିଡି ନଥାଇ ଉପର ମହଲା ନିର୍ମାଣ।

କବିସୂର୍ଯ୍ୟନଗର,୧୨/୦୨(ପିପିଟି): ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କବିସୂର୍ଯ୍ୟନଗର ଠାରେ ନିଜସ୍ବ କୋଠାଘର ନିର୍ମାଣ ସରିଛି।ଉପର ମହଲା କାର୍ଯ୍ଯ କିଛି ଅଂଶ ନିର୍ମାଣ ନହୋଇ ଦୀର୍ଘ ଦିନ ଧରି ପଡି ରହିଛି।କିନ୍ତୁ ଉପର ମହଲାକୁ ସିଡି ନିର୍ମାଣ ହୋଇ ନାହିଁ। ବର୍ତ୍ତମାନ ସିଡି ନିର୍ମାଣ ପାଇଁ କାର୍ଯ୍ଯ ଆରମ୍ଭ ହୋଇଛି।ଘଟଣା ସମ୍ପର୍କରେ ବୁଝିବା ପାଇଁ ଯନ୍ତ୍ରୀଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ କରିତକର୍ମା ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ।ଯନ୍ତ୍ରୀଙ୍କ କାର୍ଯ୍ଯଶୈଳୀ ସନ୍ଦେହ ଜନକ। ମନମୁଖୀ ଓ ନିମ୍ନମାନର କାର୍ଯ୍ଯର ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି ।

(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହି

Comments (0)
Add Comment