ଚିଲିଖମା ଗ୍ରାମରେ ବିଜେଡିର ସଂଗଠନିକ ବୈଠକ।

ବୁଗୁଡା,୧୮/୧୨(ପିପିଟି):ବୁଗୁଡା ବ୍ଲକ ଅନ୍ତର୍ଗତ ଚିଲିଖମା ଗ୍ରାମର ମା ରୁଦ୍ର କାଳୀଙ୍କ ପରିସରରେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସାଙ୍ଗଠନିକ ବୈଠକରେ ଯୋଗ ଦେବା ସହ ଉନ୍ନୟନ ମୁଳକ କାର୍ଯ୍ୟ ର ଭିତ୍ତି ସ୍ଥାପନ କରିଛନ୍ତି।

Comments (0)
Add Comment