ଚାଲିଛି ଖୋଲା ମେଲା,ପ୍ରଶାସନିକ ବ୍ୟବସ୍ଥା ଢ଼ିଲା !

ଶେରଗଡ଼ ,(ପିପିଟି)୦୬/୦୫ , ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମ ପଞ୍ଚାୟତ ଥିବା ହାଇସ୍କୁଲର ଏ ହୋଉଛି ଦୃଶ୍ୟ  କିଛି ଲୋକ  କ୍ବାରେଣ୍ଟାଇନ ରେ ଥିବା ବ୍ୟକ୍ତିଙ୍କ ସହ କଥା ହେବାର ଚିତ୍ର ସାମ୍ନାକୁ ଆସିଛି ନା ସେମାନଙ୍କ ପାଖରେ ମାସ୍କ ଅଛି ନା ଅଛି ସାମାଜିକ ଦୂରତା ତେବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଏହି ବିପତ୍ତି ସମୟରେ ପ୍ରଶାସନିକ ବ୍ୟବସ୍ଥା ଢ଼ିଲା କିପରି ? ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ କିଛି ଅଘଟଣ ଘଟେ ପରିସ୍ଥିତି ଆୟତରେ ରହିବା ସମ୍ଭବପର ନୁହେଁ । ଗଞ୍ଜାମ ଜିଲ୍ଲାରେ ଆଜି ସୁଦ୍ଧା ୪ଟି କରୋନ ରୋଗୀ  ସୁରଟ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ ଲୋକଙ୍କ ପାଖରେ ଏବେବି ସଚେତନତାର ଅଭାବ ଦେଖା ଯାଉଛି ।ସୂଚନା ଥାଉ କୀ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲିଟିଛି କିଏ କ୍ବାରେଣ୍ଟାଇନ ସେଣ୍ଟର ରେ ଖାଦ୍ୟ ଫୋପାଡୁଛି ତ ଆଉ କିଏ ଖସି ପଳାଉଛି ସମସ୍ତଙ୍କୁ ସମ୍ବାଳିବା କଷ୍ଟ କର ହୋଇପଡିଛି ।
ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment