କୋଦଳା,୧୭/୦୬(ପିପିଟି):ବେଗୁନିଆପଡା ଥାନାର କାର୍ଯ୍ୟରତ ଗ୍ରୁହରକ୍ଷୀ ଗୋପବନ୍ଧୁ ପଟ୍ଟନାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଦୀର୍ଘଦିନ ଧରି ବେଗୁନିଆପଡାଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବସଷ୍ଟାଣ୍ଡ ଅଞ୍ଚଳର ସମସ୍ତ ବ୍ୟବସାୟୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାସହ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରି ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥୁଲେ ।ଏହି ଅବସରରେ ସ୍ଥାନୀୟ ଗ୍ରାମଦେବୀ ଅଟୋ ସଂଘ ପକ୍ଷରୁ ତାଙ୍କ କ୍ରର୍ମମୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରି ପୁଷ୍ପଗୃଛ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଈଛନ୍ତିା ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ