ଗଞ୍ଜାମ ସ୍ଥିତି ନିୟନ୍ତ୍ରଣକୁ ଫେରୁଛି, ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୭ ।

ବ୍ରହ୍ମପୁର ,ତା-୦୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୮୭,୩୫୧, ଚିକିତ୍ସିତ ସଂଖ୍ୟା ୨୮,୭୪୩, ମୃତ ସଂଖ୍ୟା ୫୩୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୪୪୨, ସୁସ୍ଥ ସଂଖ୍ୟା ୧୭,୧୬୨,ଚିକିତ୍ସିତ ସଂଖ୍ୟା ୧,୦୭୩ ଏବଂ ମୃତ ସଂଖ୍ୟା ୧୯୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୬୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୭ ବୋଲି ଜଣାପଡିଛି ।

Comments (0)
Add Comment