ବ୍ରହ୍ମପୁର,ତା-୨୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୭,୫୮୫, ଚିକିତ୍ସିତ ସଂଖ୍ୟା ୩୭,୨୧୦, ମୃତ ସଂଖ୍ୟା ୮୨୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୦୯୭, ସୁସ୍ଥ ସଂଖ୍ୟା ୧୯,୫୯୬,ଚିକିତ୍ସିତ ସଂଖ୍ୟା ୨୭୪ ଏବଂ ମୃତ ସଂଖ୍ୟା ୨୧୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୬୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୪ ବୋଲି ଜଣାପଡିଛି ।