ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୪ ।

ବ୍ରହ୍ମପୁର,ତା-୩୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୨,୦୩୮, ଚିକିତ୍ସିତ ସଂଖ୍ୟା ୧୫,୨୪୭, ମୃତ ସଂଖ୍ୟା ୧,୩୦୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୧୪୭, ସୁସ୍ଥ ସଂଖ୍ୟା ୨୦,୭୪୨, ଚିକିତ୍ସିତ ସଂଖ୍ୟା ୧୬୮ ଏବଂ ମୃତ ସଂଖ୍ୟା ୨୨୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୫୪୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪ ବୋଲି ଜଣାପଡିଛି ।

Comments (0)
Add Comment