ବ୍ରହ୍ମପୁର,ତା-୨୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୦,୧୩୦, ଚିକିତ୍ସିତ ସଂଖ୍ୟା ୧୫,୬୧୯, ମୃତ ସଂଖ୍ୟା ୧,୨୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୧୨୩, ସୁସ୍ଥ ସଂଖ୍ୟା ୨୦,୭୨୨, ଚିକିତ୍ସିତ ସଂଖ୍ୟା ୧୬୫ ଏବଂ ମୃତ ସଂଖ୍ୟା ୨୨୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୧୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦ ବୋଲି ଜଣାପଡିଛି ।