ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୮ ।

ବ୍ରହ୍ମପୁର,ତା-୨୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୬,୦୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୪,୯୧୩, ଚିକିତ୍ସିତ ସଂଖ୍ୟା ୧୯,୯୩୨, ମୃତ ସଂଖ୍ୟା ୧,୧୯୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୮ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୯୪୩, ସୁସ୍ଥ ସଂଖ୍ୟା ୨୦,୫୨୭,ଚିକିତ୍ସିତ ସଂଖ୍ୟା ୧୮୩ ଏବଂ ମୃତ ସଂଖ୍ୟା ୨୨୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୧୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮ ବୋଲି ଜଣାପଡିଛି ।

Comments (0)
Add Comment